or_obs-tn/content/23/02.md

787 B

ମରିୟାମକୁ ନିଜ ଭାର୍ଯ୍ୟ ଭାବରେ ଗ୍ରହଣ କରିବାକୁ ଭୟ କର ନାହିଁ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ମରିୟମଙ୍କୁ ବିବାହ ନ କରିବାର ଚିନ୍ତା କରିବା ବନ୍ଦ କର" କିମ୍ବା, "ମରିୟାମକୁ ନିଜ ଭାର୍ଯ୍ୟ ଭାବରେ ଗ୍ରହଣ କରିବାକୁ ସଙ୍କୋଚ କର ନାହିଁ."

ପବିତ୍ର ଆତ୍ମାଙ୍କ ଠାରୁ ଅଟନ୍ତି 

ତାହା ହେଉଛି, "ପବିତ୍ର ଆତ୍ମା ଦ୍ବାରା ଆଶ୍ଚର୍ଯ୍ୟ ଭାବରେ ଗର୍ଭବତୀ ହେବା."