or_obs-tn/content/22/05.md

1.2 KiB

ଏହା କିପରି ସମ୍ଭବ 

ତାହା ହେଉଛି, "କିପରି ମୁଁ ଗର୍ଭବତୀ ହୋଇପାରିବି ?" ମରିୟମ ଦୁତଙ୍କର ସତ୍ୟ ବାକ୍ୟରେ ସନ୍ଦେହ କରୁ ନଥିଲେ, କିନ୍ତୁ କିପରି ଏହା ଘଟିବା ବୋଲି ପଚାରିଲେ .

“ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ, ଏବଂ ଈଶ୍ଵରଙ୍କ ଶକ୍ତି ତୁମ୍ଭକୁ ଆବୋରିବ

ଗୋଟିଏ ବିଷୟକୁ ଏହି ଦୁଇ ପ୍ରକାରରେ କୁହାଯାଇଅଛି। "ପରମେଶ୍ଵର ଶକ୍ତି ଦ୍ଵାରା, ପବିତ୍ର ଆତ୍ମା କରିବେ ଆଶ୍ଚର୍ଯ୍ୟଜନକ ଭାବରେ ତୁମକୁ ଗର୍ଭବତୀ କରାଇବେ." ନିଶ୍ଚିତ ହୁଅନ୍ତୁ ଯେ ଏହି ବାକ୍ୟର ଅନୁବାଦର ଅର୍ଥ ନୁହେଁ ଯେ ସେଠାରେ ଶାରୀରିକ ଭାବରେ କୌଣସି ସମ୍ପର୍କ ଥିଲା. ଏହା ଏକ ଆଶ୍ଚର୍ଯ୍ୟକର୍ମ ଥିଲା ।