or_obs-tn/content/22/01.md

1.5 KiB

ତାଙ୍କ ଲୋକମାନେ 

ଏହିକୁ ଏହିପରିଭାବରେ ଅନୁବାଦ କରାଯାଇପାରେ "ତାଙ୍କ ଲୋକମାନେ, ଇସ୍ରାଏଲୀୟ" କିମ୍ବା "ତାଙ୍କ ଲୋକମାନେ, ଯିହୂଦୀମାନେ." କିନ୍ତୁ କେବଳ ଯୋଡାଯାଇଥିବା ସୁଚନାକୁ ଅନ୍ତର୍ଭୁକ୍ତ କରନ୍ତୁ ଯଦି ଏହି ଲୋକମାନେ କିଏ ଥିଲେ ବୋଲି ସ୍ପଷ୍ଟ ଭାବରେ ବୁଝାଯାଏ ନାହିଁ

400 ବର୍ଷ ବିତିଗଲା 

ଏହାକୁ ଅନ୍ୟ ପ୍ରକାରରେ କହିପାରିବା, "400 ବର୍ଷ ବିତିଗଲା" କିମ୍ବା " 400 ବର୍ଷ ପରେ" 400 ବର୍ଷ ବିତିଗଲା ପୁରାତନ ସମୟରେ ଥିବା ମଲାଖୀଙ୍କ ସମୟଠାରୁ.

ଯେତେବେଳେ ସେ ସେମାନଙ୍କ ସହିତ କଥା କହିଲେ ନାହିଁ 

ତାହା ହେଉଛି, "ଯେଉଁ ସମୟରେ ପରମେଶ୍ଵର ତାହାଙ୍କ ଲୋକମାନଙ୍କୁ କୌଣସି ସମ୍ବାଦ ଭାବବାଦୀମାନଙ୍କୁ ଦେଇ ନ ଥିଲେ ."

ଈଶ୍ବର ପରାୟଣ ଲୋକମାନେ

ତାହା ହେଉଛି, "ଲୋକମାନେ ଯେଉଁମାନେ ପରମେଶ୍ଵରଙ୍କ ବାଧ୍ୟ ହେଲେ ."