or_obs-tn/content/21/13.md

1.4 KiB

ଅଛନ୍ତି ନାହିଁ ପାପ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ସେ ହୋଇନଥିଲା ପାପ କରିଅଛି."

ଅନ୍ୟ ଲୋକମାନଙ୍କ ପାପ ନିମନ୍ତେ ଦଣ୍ଡ ପାଇବା 

ତାହା ହେଉଛି, "ଅନ୍ୟମାନଙ୍କ ଯୋଗ୍ୟ ଦଣ୍ଡକୁ ନିଜ ଉପରେ ନେବା" କିମ୍ବା, " ଅନ୍ୟ ଲୋକମାନଙ୍କ ପ୍ରତିବଦଳରେ ଦଣ୍ଡିତ ହେବା."

ଏହା ପରମେଶ୍ଵଙ୍କର ଇଚ୍ଛା ଥିଲା  

ତାହା ହେଉଛି , "ଏହା ପରମେଶ୍ଵଙ୍କର ଉଦ୍ଦେଶ୍ୟକୁ ପୁର୍ଣ କରିବା." ଏହି ବାକ୍ୟାଂଶର ଅର୍ଥ ଯେ ଖ୍ରୀଷ୍ଟ'ଙ୍କ ମୃତ୍ୟୁ ଯାହା ପରମେଶ୍ଵର ହେବା ପାଇଁ ଯୋଜନା କରିଥିଲେ ଯେ ତାହାଙ୍କ ବଳିଦାନ ଲୋକମାନଙ୍କ ପାପ ନିମନ୍ତେ ମୁଲ୍ୟ ଦାନ କରିବେ .

ଚୂର୍ଣ୍ଣ 

ତାହା ହେଉଛି "ସମ୍ପୁର୍ଣଭାବେ ଚୁର୍ଣ କରିବା." "ମାରିବା"କିମ୍ବା ସମ୍ପୁର୍ଣଭାବେ ବିନାଶ କରିବା