or_obs-tn/content/21/11.md

1.8 KiB

ବିନା କାରଣରେ ଘୃଣା ଓ ପ୍ରତ୍ୟାଖ୍ୟାନ କଲେ 

ଏହା ଏହିପରି ଅନୁବାଦ କରାଯାଇ ପାରେ , "ଘୃଣା ଓ ପ୍ରତ୍ୟାଖ୍ୟାନ କଲେ", ଯଦିଓ ସେ କିଛି ଭୁଲ୍ କରି ନଥିଲେ କିମ୍ବା "…ଯଦିଓ ସେ ନିର୍ଦ୍ଦୋଶ ଥିଲେ."

ପୂର୍ବରୁ କହିଥିଲେ 

ଏହାର ଅର୍ଥ ସେମାନେ ଭବିଷ୍ୟତରେ ହେବାକୁ ଯାଉଥିବା ବିଷୟରେ କହିଲେ . ଅନ୍ୟ ଶବ୍ଦମାନଙ୍କ ର ସେହି ସମାନ ଅର୍ଥ ରହିଅଛି ,ତାହା ହେଲା "ଭାବବାଣୀ କହିଥିଲେ" ଓ "ଭାବବାଣୀ କରିଥିଲେ."

ତାଙ୍କ ପୋଷାକ ଗୁଳିବାଣ୍ଟ କରିବା 

ତାହା ହେଉଛି." ତାଙ୍କର ଲୁଗାକୁ ପାଇବାର ଅବସରକୁ ନିର୍ଦ୍ଧାରିତ କରି ଏକ ଖେଲ ଖେଳିଲେ

ଯିଖରିୟ 

ଯିଖରିୟ ପୁରାତନ ନିୟମରେ ଜଣେ ଭାବବାଦୀ ଥିଲେ,ଯେଉଁ ଲୋକମାନେ ବାବିଲୋନର ନିର୍ବାସନ ପରେ ପ୍ରତିଜ୍ଞାତ ଦେଶକୁ ଆସିଲା ପରେ .ଯିଏ ପରମେଶ୍ଵଙ୍କର ଲୋକମାନଙ୍କୁ କଥା କହୁଥିଲେ ଏହା ଖ୍ରୀଷ୍ଟଙ୍କ ଆସିବାର 500 ବର୍ଷ ପୂର୍ବରୁ ହୋଇଥିଲା .

ତିରିଶି ରୂପା ମୁଦ୍ରା 

ଏହି ସମୟରେ, ପ୍ରତ୍ୟେକ ମୁଦ୍ରାର ମୁଲ୍ୟ ଏକ ବ୍ୟକ୍ତିର ଚାରି ଦିନର ମଜୁରୀ ସହ ସମାନ ଥିଲା .