or_obs-tn/content/21/10.md

1.5 KiB

ଭଗ୍ନ

ହୃଦୟ ଲୋକମାନେ 

ବନ୍ଦୀମାନଙ୍କୁ ମୁକ୍ତ ଘୋଷଣା କରବା 

ତାହା ହେଉଛି," ବନ୍ଦୀମାନଙ୍କୁ କୁହ ଯେ ସେମାନେ ମୁକ୍ତ ହେବେ" ଏହା ଏପରି ଭାବରେ ଦର୍ଶାଯାଇପାରେ ଯେ ପାପ ବନ୍ଧନରୁ ଲୋକମାନଙ୍କୁ ମୁକ୍ତ କରିବା.

ବନ୍ଦୀମାନଙ୍କୁ ମୁକ୍ତ କର  

ତାହା ହେଉଛି ଯେଉମାନଙ୍କୁ ଅନ୍ୟାୟ ଭାବରେ କାରାଗାରରେ ବନ୍ଦୀ କରାଯାଇଅଛି, ସେ ସେମାନଙ୍କୁ ମୁକ୍ତ କରିବେ " ଏହାକୁ ଏପରି ଭାବରେ ଦର୍ଶାଯାଇପାରେ ଯେପାପ ବନ୍ଧନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା.

ଶୁଣିବା, ଦେଖିବା, କହିବା,କିମ୍ବା ଚାଲି ପାରୁ ନ ଥିଲେ  

ଏହକୁ ଭଲ ଭାବରେ କହିପାରିବା" ଶୁଣି ପାରୁ ନଥିଲେ, ଦେଖିପାରୁ ନଥିଲେ, କହିପାରୁ ନଥିଲେ, କିମ୍ବା ଚାଲିପାରୁ ନଥିଲେ କିଛି ଭାଷାଗୁଡିକରେ ଏହି ସର୍ତ୍ତ ପାଇଁ ବିଶେଷ ଶବ୍ଦ ରହିଛି ଯେପରିକି." ବଧିରୋ ଏବଂ ଅନ୍ଧ