or_obs-tn/content/21/09.md

1.4 KiB

ମଲାଖି

ମଲାଖୀ ପୁରାତନ ନିୟମରେ ଅନ୍ତିମ ଭାବବାଦୀ ଥିଲେ

ଭବିଷ୍ୟବାଣୀ 

ଏହାକୁ "ଭବିଷ୍ୟବାଣୀ" କିମ୍ବା ଭବିଷ୍ୟବାଣୀ କଲେ" ଭାବରେ ଅନୁବାଦ କରାଯାଇପାରେ ତାହା ଅର୍ଥ ହେଉଛି, ଭବିଷ୍ୟତରେ ଯାହା କିଛି ଘଟିବ, ତାହା କହିବା. ମଲାଖି ପରମେଶ୍ଵଙ୍କର ସମ୍ବାଦକୁ ଖ୍ରୀଷ୍ଟଙ୍କ ଆସିବାର 400 ବର୍ଷ ପୁର୍ବରୁ ଲୋକମାନଙ୍କୁ କହିଥିଲେ .

ଭାବବାଣୀ କରିଥିଲେ 

ଏହି ପ୍ରସଙ୍ଗରେ "ଭାବବାଣୀ"ର ଅର୍ଥ "ଭବିଷ୍ୟତ ଘଟଣା" ସହ ସମାନ ଅତେ, ଯେହେତୁ ଏହାର ଅର୍ଥ ଭାବିଶ୍ୟତବକ୍ତା କହିଲେ, ଭବିଷ୍ୟତରେ କିଛି ଘଟିବ .

ମୀଖା 

ମୀଖା ଏକ ପୁରାତନ ନିୟମର ଇଶ୍ବରଙ୍କ ଭାବବାଦୀ ଥିଲେ ଯିଏ ଯିଶାଇୟଙ୍କ ପରି ପାଖାପାଖି ଖ୍ରୀଷ୍ଟ ଆସିବାର 800 ବର୍ଷ ପୂର୍ବରୁ ପରମେଶ୍ଵରଙ୍କ ଠାରୁ ସମ୍ବାଦ କହୁଥିଲେ