or_obs-tn/content/21/08.md

1.1 KiB

ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସିଂହାସନରେ ବସିବେ 

ଏକ ସିଂହାସନ ରାଜା ଏବଂ ରାଣୀଙ୍କ ପାଇଁ ଅନୁଷ୍ଠାନିକ ଚୌକି ଅଟେ ଯାହା ସେମାନଙ୍କର ଅଧିକାର ପ୍ରଦର୍ଶନ କରେ . ଏହି ପ୍ରକାଶିତ ଶବ୍ଦଟି ଏହିପରି ଭାବରେ ଅନୁବାଦ କରାଯାଇପାରେ "ତାହାଙ୍କ ପୁର୍ବଜ ରାଜା ଦାଉଦ ଯେପରି କଲେ, ସେପରି ଅଧିକାର ଅଛି ରାଜତ୍ଵ କରିବା ପାଇଁ କିମ୍ବା ରାଜା ଦାଉଦଙ୍କର ବଂଶ ହେବା ଏବଂ ପରମେଶ୍ଵରଙ୍କ ଲୋକମାନଙ୍କ ଉପରେ ଶାସନ ଚାଲୁ ରଖିବା."

ଅସଂଖ୍ୟ

ଏହାକୁ ପ୍ରତ୍ୟେକ, "ପ୍ରତ୍ୟେକ ସ୍ଥାନରେ" ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ ।