or_obs-tn/content/21/07.md

1.7 KiB

ପକ୍ଷରେ  

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି ."ଅନ୍ୟର ଲାଭ ପାଇଁ" କିମ୍ବା "ଅନ୍ୟର ସ୍ଥାନରେ"

ଯେପରି ସେମାନଙ୍କ ପାପର ଦଣ୍ଡ ବଦଳରେ  

ପରମେଶ୍ଵର ସେମାନଙ୍କର ପାପ ପାଇଁ ଲୋକମାନଙ୍କୁ ପଶୁମାନଙ୍କର ବଳିଦାନ ଆଣିବାକୁ ଅନୁମତି ଦେଲେ, ଯେମିତି ଦଣ୍ଡରୁ ଏକ ସ୍ମୁତିଚିହ୍ନ ଯାହା ସେମାନେ ପାଇବାକୁ ଯୋଗ୍ୟ ଏବଂ ସେମାନଙ୍କର ପାପକୁ ଦୂର କରିବାକୁ ସେମାନଙ୍କର ଭରସା ପରମେଶ୍ଵରଙ୍କ ଉପରେ ରହିବ ପରମେଶ୍ଵର ସାମୟିକ ପାପକୁ ଘୋଡାଇବା ନିମନ୍ତେ ଏହି ବଳିଦାନଗୁଡିକ ଗ୍ରହଣ କଲେ ଏବଂ ଲୋକମାନଙ୍କୁ ଏହାପାଇଁ ଦଣ୍ଡ ଦେଲେ ନାହିଁ.

ସିଦ୍ଧ ମହାଯାଜକ 

ଅନ୍ୟ ମହାଯାଜକଙ୍କ ପରି ମଶୀହ କେବେ ପାପ କରିବେ ନାହିଁ ଏବଂ ସେ ଚିରକାଳ ପାଇଁ ଲୋକମାନେ ସମସ୍ତ ପାପକୁ ନେଇଯିବେ

ନିଜକୁ ଉତ୍ସର୍ଗ କରିବା  

ତାହାର ଅର୍ଥ "ସ୍ଵୟଂ ମୃତ୍ୟୁବରଣ କରିବା ପାଇଁ ମଞ୍ଜୁର ହେଲେ

ସିଦ୍ଧ ବଳିଦାନ 

ତାହାର ଅର୍ଥ , " ଦୋଷ କିମ୍ବା କଳଙ୍କ ନ ଥିବା ଏକ ବଳିଦାନ