or_obs-tn/content/21/06.md

625 B

ସିଦ୍ଧ ଭାବବାଦୀ 

ପରମେଶ୍ଵରଙ୍କ ଆଜ୍ଞାବାହାରେ ମଶୀହ ଏକ ସିଦ୍ଧ ଭାବବାଦୀ ହେବେ, ତାଙ୍କ ଦେଇ ଯାହା ପରମେଶ୍ଵର ତାଙ୍କରି ଲୋକମାନଙ୍କୁ କଥା କହିବେ . ସେ ପରମେଶ୍ଵରଙ୍କୁ ଆଗରେ ଲୋକମାନଙ୍କୁ ସିଦ୍ଧତାରେ ଉପସ୍ଥିତ କରିବେ ଏବଂ ପରମେଶ୍ଵରଙ୍କୁ ଜାଣିବାକୁ ଓ ବୁଝିବାକୁ ସାହାଯ୍ୟ କରିବେ .