or_obs-tn/content/21/05.md

2.7 KiB

ଯିରିମିୟ ଭବିଷ୍ୟତବକ୍ତା ଦ୍ବାରା ପରମେଶ୍ଵର ପ୍ରତିଜ୍ଞା କରିଥିଲେ I 

ଏହା ଏହିପରି ଭାବରେ ଅନୁବାଦ କରାଯାଇପାରେ , "ପରମେଶ୍ଵର ଯିରିମିୟଙ୍କୁ ସେହି ମାଧ୍ୟମରେ ପ୍ରତିଜ୍ଞା କଲେ କିମ୍ବା ଲୋକମନଙ୍କୁ ଯିରିମିୟ ଭବିଷ୍ୟବକ୍ତା ପରମେଶ୍ଵର ପ୍ରତିଜ୍ଞା କହିଲେ ."

କିନ୍ତୁ ଏପରି ନୁହେଁ 

ନୂତନ ନିୟମ ଫଳପ୍ରଦ ହେବ ଲୋକମାନଙ୍କ ସତ୍ୟରେ ପରମେଶ୍ଵରଙ୍କୁ ଜାଣିବେ , ସେମାନେ ପ୍ରକୃତରେ ତାଙ୍କ ଲୋକ ପରି ବନ୍ଚିବେ ଏବଂ ସେ ସେମାନଙ୍କର ପାପ ମସିହଙ୍କ ବଳିଦାନ ଉପରେ ଆଧାର କରି ଯେଉଁମାନେ ବିଶ୍ଵାସ କରନ୍ତି, ସେମାନେ ସମ୍ପୁର୍ଣ ଭାବରେ କ୍ଷମା ପାଇବେ.

ଲୋକମାନଙ୍କ ହୃଦୟରେ ତାଙ୍କ ବିଧିକୁ ଲେଖିବା 

ଏହା ଏକ ତୁଳନା ଅର୍ଥ, "ତାଙ୍କରି ବିଧିକୁ ବୁଝିବାକୁ ତାଙ୍କରି ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ଆନ୍ତରିକତାର ଅଭିଲାଷରେ ପାଳନ କରିବାକୁ ସାହାଯ୍ୟ କରିବା " ଯଦି ସମ୍ଭବ, ସେମାନଙ୍କର ହୃଦୟରେ ଲିଖିତ ଆକୃତି ରଖ, ଯେହେତୁ ଏହା ପରମେଶ୍ଵର ଯେଉଁପରି ଭାବରେ ଇସ୍ରାଏଲମାନଙ୍କ ପାଇଁ ପ୍ରସ୍ତର ପଟାରେ ଲେଖିଥିଲେ,ତାହାକୁ ପ୍ରଭେଦ କରେ . ଯଦି ତାହା ସମ୍ଭବ ନୁହେଁ , ତୁମ୍ଭେ ପାରୁପର୍ଯ୍ୟନ୍ତ ତାହାର ଅର୍ଥକୁ ଅନୁବାଦ କର.

ତାଙ୍କ ଲୋକ ହୁଅନ୍ତୁ 

ଏହାଏପରି ଭାବରେ ଅନୁବାଦ କରଯାଇପାରେ ."ତାଙ୍କର ସ୍ବତନ୍ତ୍ର ଲୋକ ହେବା"କିମ୍ବା "ତାଙ୍କରି ଆଦର ଲୋକ ହେବ"

ନୁତନ ନିୟମ ଆରମ୍ଭ କର

ତାହା ହେଉଛି, "ନୁତନ ନିୟମ ଦ୍ବାରା ଏକ ପ୍ରଭାବ ଦେବା ପାଇଁ ଜଣେ ହୁଅ" କିମ୍ବା, ନୁତନ ନିୟମକୁ ତାଙ୍କ ନିକଟକୁ ଆଣନ୍ତୁ"