or_obs-tn/content/21/01.md

1.5 KiB

ଆରମ୍ଭ ଠାରୁ 

ତାହା ଯେଉଁ ସମୟରୁ ପ୍ରଥମେ ପୃଥିବୀ ସୃଷ୍ଟି ହେଲା.

ସର୍ପର ମସ୍ତକକୁ ଚୁର୍ଣ କରିବା 

ଯେଉଁ ପର୍ଯ୍ୟନ୍ତ ବିଷାକ୍ତ ସର୍ପର ମସ୍ତକ ଚୁର୍ଣ କରାଯାଇ ନାହିଁ, ଏହା କେହିଜଣକୁ ଆଘାତ କରିପାରେ . "ଚୂର୍ଣ୍ଣ" ପାଇଁ ଏକ ଶବ୍ଦ ବ୍ୟବହାର କର ଯାହାର ଅର୍ଥ ଯେ ଏହାର ମସ୍ତକ ଭୁମିସାତ୍ ହୋଇଅଛି

ସର୍ପ ଶୟତାନ ଥିଲା  

ଶୟତାନ ହବାକୁ ଏକ ସର୍ପ ରୁପରେ କହିଲେ . ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ସର୍ପ ଅଟନ୍ତି . ଏହା ଏପରି ଭାବରେ ଅନୁବାଦ କରାଯାଇପାରେ ଯେମିତି ସର୍ପ ଶୟତାନର ଆବିର୍ଭାବ ହୋଇଥିଲା

ହବାକୁ କିଏ ଭୁଲାଇଲା,  

ଏହା ସେ ଯିଏ ହବାକୁ ମିଛ କହିଲା ଯାହା ପରମେଶ୍ଵର କହିଥିଲେ, ତାହାକୁ ସନ୍ଦେହ କରି ସାପ ହବାକୁ ମିଥ୍ୟ କହିବା ଏବଂ ଚତୁରତାରେ ପରମେଶ୍ଵରଙ୍କର ଅନାଜ୍ଞାକାରୀ କରାଇଲା.