or_obs-tn/content/20/13.md

1.9 KiB

ଲୋକମାନେ 

ଏହା ଅଟେ, ଇସ୍ରାଏଲୀୟମାନେ,ଯାକୁବଙ୍କର ବଂଶଧରମାନେ, ଯେଉଁମାନେ ବର୍ତ୍ତମାନ ଯିହୂଦୀ କୁହାଗଲେ ।

ପ୍ରାଚୀର 

ପ୍ରାଚୀର ଗୁଡିକ ଅତି ମୋଟା ଥିଲା (2.5 ମିଟର) ଓ ନଗରକୁ ଆକ୍ରମଣକାରୀଙ୍କଠାରୁ ସୁରକ୍ଷା ଦେବା ପାଇଁ ନିର୍ମାଣ କରାଯାଇଥିଲା ।

ଅନ୍ୟ ଲୋକମାନଙ୍କ ଦ୍ଵାର ଶାସିତ ହେଲେ 

ତାହା ଅଟେ,'' ଅନ୍ୟ ଦେଶ ସେମାନଙ୍କୁ ନିୟନ୍ତ୍ରଣରେ ରଖିଲା । ପାରସ୍ୟମାନଙ୍କ ଦ୍ଵାର ବର୍ତ୍ତମାନ ଯିହୁଦୀ ମାନେ ଶାସିତ ହେଉଥିଲା,ଏବଂ ପରେ ଅନ୍ୟ ଦେଶ ଦ୍ଵାର ।

ପୁନର୍ବାର 

କିଛି ଭାଷାରେ ଏହା ଏହିପରି ଅନୁବାଦ ହୋଇପାରେ ଯେପରି,''ବର୍ତ୍ତମାନ'' ପିତୃପୁରଷମାନେ କରିଥିଲେ '' କିମ୍ବା'' ଯେପରି ନିର୍ବାସନ ପୁର୍ବରୁ"।

ଏକ ମନ୍ଦିରରେ ଉପାସନା କଲେ 

ସେମାନେ ଯେଉଁ ମନ୍ଦିର ପୁଣି ନିର୍ମାଣ କଲେ ସେଠାରେ ସଦାପ୍ରଭୁଙ୍କୁ ଯିଏ ଏକମାତ୍ର ସତ୍ୟ ପରମେଶ୍ଵର ଅଟନ୍ତି,ଉପାସନା କଲେ ।

ଏକ ବାଇବଲରୁ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: