or_obs-tn/content/20/08.md

800 B

ଙ୍କୁ ଦଣ୍ଡ 

ନବୂଖଦ୍‍ନିତ୍ସର ଯିହୂଦାର ରାଜାକୁ ତାଙ୍କ ସୈନ୍ୟମାନଙ୍କୁ ଏହି ବିଷୟରେ କହି ଦଣ୍ଡ ଦେଲେ ।

ତାହାଙ୍କ ସମ୍ମୁଖରେ  

ଏହା ଏହିପରି ଅନୁବାଦ ହୋଇପାରେ,"ଯେଉଁଠାରେ ସେ ଦେଖି ପାରିବେ," କିମ୍ବା "ତେଣୁ ଯେ ଏହା ଦେଖି ପାରିବେ " କିମ୍ବା "ତାଙ୍କ ଆଖି ଆଗରେ" ।

ତାହାକୁ ଅନ୍ଦ କଲେ

ଏହା ଏହିପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ,''ତାହାର ଆଖିକୁ ବିନାଶ କରିଦେଲେ''।