or_obs-tn/content/20/07.md

566 B

ପୁଣି ଆସିଲେ

ଏହା ଏହିପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ,'ପୁଣି ଆସିଲେ''କିମ୍ବା''ଜିହୁଦାକୁ ପୁଣି ଫେରିଲେ'' ।

ନଗର ଜିତିନେଲେ 

ତାହା ଅଟେ, "ନଗରର ସମସ୍ତ ଲୋକ ଏବଂ ନଗରକୁ ନିଜ ନିୟନ୍ତ୍ରଣରେ ନେଲେ " ।

ନେଲେ 

ସେମାନେ ଧନରତ୍ନ ସହିତ ବାବିଲୋନ କୁ ଫେରିଗଲେ ।