or_obs-tn/content/20/05.md

1.2 KiB

ତାଙ୍କୁ ବିଶ୍ଵାସ ଓ ଆଜ୍ଞା ପାଳନ କରିବାକୁ ନୁହେଁ

ଅନ୍ୟ ଭାବେ ଏହାକୁ ଅନୁବାଦ କରିବାକୁ ,''କାରଣ ସେମାନେ ବିଶ୍ଵାସ ଓ ପାଳନ କଲେ ନାହିଁ ତାଙ୍କୁ''।

ଅନୁତାପ କରି, ପୁଣି ଉପାସନା କରିବାକୁ ସେମାନଙ୍କୁ ସତର୍କ କଲେ 

ଅନ୍ୟ ଭାବରେ ଏହା ଅନୁବାଦ କଲେ ଏହା ଏହିପରି ହେବ,''ପାପ କରିବା ବନ୍ଦ କରି ଅନ୍ୟ ଦେବତାମାନଙ୍କ ବଦଳରେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ସେମାନଙ୍କୁ କହିଲେ''କିମ୍ବା'' ଏକ ଭୟାନକ ବିଷୟ ସେମାନଙ୍କୁ ଘଟିବ"।

ସେମାନେ ଶୁଣିବାକୁ ମନା କଲେ 

ତାହା ଅଟେ, " ଅଜ୍ଞା ପାଳନ କରିବାକୁ ମନା କଲେ''କିମ୍ବା''ସେମମନେ ସେମାନଙ୍କର ମନ୍ଦ ବ୍ୟବହାର ବନ୍ଦ କରିବାକୁ ମନନ କଲେ"।