or_obs-tn/content/20/01.md

913 B

ଭାଙ୍ଗିଲେ ନିୟମ 

ତାହାଅଟେ, "ପରମେଶ୍ଵର ସୀନିୟ ପର୍ବତରେ ସେମାନଙ୍କୁ ଦେଇଥିବା ଚୁକ୍ତିର ଆଜ୍ଞାଗୁଡିକୁ ପାଳନ କରିବାକୁ ସେମାନେ ଅବାଧ୍ୟ ହେଲେ"।

ଅନୁତାପ କରି, ପୁଣି ଉପାସନା କରିବାକୁ ସେମାନଙ୍କୁ ସତର୍କ କଲେ 

ଅନ୍ୟ ଭାବରେ ଏହା ଅନୁବାଦ କଲେ ଏହା ଏହିପରି ହେବ,''ପାପ କରିବା ବନ୍ଦ କରି ଅନ୍ୟ ଦେବତାମାନଙ୍କ ବଦଳରେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ସେମାନଙ୍କୁ କହିଲେ''କିମ୍ବା'' ଏକ ଭୟାନକ ବିଷୟ ସେମାନଙ୍କୁ ଘଟିବ"।