or_obs-tn/content/19/18.md

1011 B

ପରମେଶ୍ଵରଙ୍କ ନିମନ୍ତେ ନିରନ୍ତର କହି ଚାଲିଲେ 

ତାହା ଅଟେ .''ପରମେଶ୍ଵର ସେମାନଙ୍କୁ କହିବାକୁ ଚାହୁଁଥିଲେ ସେମାନେ ଲୋକମାନଙ୍କୁ ନିରନ୍ତର କହି ଚାଲିଲେ''

ପରମେଶ୍ଵଙ୍କର ମଶିହ ଆସିବାର ପ୍ରତିଜ୍ଞା 

ଏହା ଏହିପରି ଅନୁବାଦ କରାଯାଇପାରେ,''ତାଙ୍କରି ଲୋକମାନଙ୍କୁ ରକ୍ଷା କରିବାକୁ ମଶିହ ଅସିବେ ବୋଲି ପରମେଶ୍ଵର ପ୍ରତିଜ୍ଞା କରିଥିଲେ'' ।

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: