or_obs-tn/content/19/17.md

605 B

ଶୁଷ୍କ କୁପ 

କୂପରେ ବର୍ତମାନ କିଛି ପାଣି ଥିଲା ନାହିଁ,କିନ୍ତୁ ଏହା ଭିତରେ ଏବେ ବି କାଦୁଅ ଅଛି । ଏହାକୁ ଏହି ଭାବରେ ଅନୁବାଦ କରାଯାଇପାରେ,''ଖାଲି କ୍ବପ''।

ତାହାଙ୍କ ଉପରେ ଦୟା ଭାବ ଦେଖାଇଲେ 

ଏହାର ଅର୍ଥ ସେ ଯିରିମିୟଙ୍କ ପ୍ରତି ଦୟା ଦେଖାଇଲେ ଓ ତାଙ୍କୁ ସାହାଯ୍ୟ କରିଥିଲେ ।