or_obs-tn/content/19/15.md

5 lines
678 B
Markdown

# କରିବେ ନାହିଁ କାରଣ ତାହା କରିବା ମୂର୍ଖତା ଲାଗିଲା 
ଯାହା ଇଲିଶାୟ କହିଲେ ତାହା ନାମାନ କରିବେ ନାହିଁ କାରଣ ସେ ଜାଣିଥିଲେ ଯେ କେବଳ ଧୋଇବା କେବଳ ତାହାର ରୋଗକୁ ସୁସ୍ଥ କରିବା ନାହିଁ ବୋଲି ।
# ସେ ତାଙ୍କ ମନକୁ ବଦଳାଇଲେ 
ଏହା ଅଟେ , "ତାହାକୁ ଇଲିଶା ଯାହା କରିବାକୁ କହିଲେ ତାହା କରିବାକୁ ସେ ନିଷ୍ପତ୍ତି ନେଲେ"।