or_obs-tn/content/19/14.md

1012 B

ଜଣେ ଶତ୍ରୁ ସେନାପତି 

ଇସ୍ରାଏଲର ଦେଶର ଶତ୍ରୁ ଦେଶର ସୈନ୍ୟବାହିନୀରେ ଜଣେ ସେନାପତି ନାମାନ ଥିଲେ ।

ସେ ଇଲିଶାୟଙ୍କ ବିଷୟରେ ଶୁଣିଥିଲେ 

ଏହା ଅର୍ଥ ଏହା ଯେ ଲୋକମାନେ ନାମାନଙ୍କୁ କହିଥିଲେ ଯେ ଇଲିଶାୟ ଆଶ୍ଚର୍ଯ୍ୟକର୍ମ କରି ପାରନ୍ତି ବୋଲି ।

ସେ ଗଲେ ଓ ଇଲିଶାଙ୍କୁ ପଚାରିଲେ 

ଏହା ଅଟେ,"ସେ ଇଲିଶାୟଙ୍କୁ ଦେଖିବାକୁ ଗଲେ ଏବଂ ତାଙ୍କୁ ପଚାରିଲେ"। ଇଲିଶାଙ୍କୁ ପାଇବା ନାମାନଙ୍କୁ ଇସ୍ରାଏଲ ଭିତରକୁ ଯିବାକୁ ହେଲା ଏବଂ ତାଙ୍କୁ ଏହା କରିବାକୁ ପଚାରିବାକୁ ହେଲା ।