or_obs-tn/content/19/12.md

5 lines
472 B
Markdown

# ଖସି ପଳାଇଯିବା 
ସେମାନଙ୍କର ଦେବତା ମିଥ୍ୟା ଦେବତା ବଲି ପ୍ରମାଣିତ ହେଲା ପରେବାଲର ଭବିଷ୍ୟତବକ୍ତାମାନେ ଖସୀ ଚାଲିଯିବାକୁ ଚେଷ୍ଟା କଲେ ।
# ଧରିଲେ 
ଏହା ଅଟେ,"ଗୋଡ଼େଇ ନେଲେ ଓ ଧରି ନେଲେ" କିମ୍ବା, "ଧରି ନେଇ ରଖିଲେ" ।