or_obs-tn/content/19/11.md

1.2 KiB

ଆକାଶରୁ ପଡ଼ିଲା 

ଏହା ଏହିପରି ଅନୁବାଦ କରାଯାପାରେ,' "ହଠାତ୍ ଅକାଶରୁ ଓହ୍ଲାଇ ଅସିଲା'' ।

ପଡିଲା ଭୁମି ଉପରେ 

ସେମାନେ ଶୀଘ୍ର ତଳେ ପଡିଗଲେ କିମ୍ବା ଭୁମିରେ ଆଣ୍ଠେଇଲେ । ସେମାନେ ସଦାପ୍ରଭୁଙ୍କର ଭୟଭିତ ଥିଲେ କାରଣ ସେମାନେ ତାଙ୍କର ଶକ୍ତିକୁ ଦେଖିଥିଲେ । ସେମାନେ ଜାଣିଥିଲେ ଯେ କେବଳ ସତ୍ୟ ଈଶ୍ଵର ହିଁ ତାହା କରି ପାରନ୍ତିଏବଂ ସେମାନେ ସମ୍ମାନ କରି ମୁଣ୍ଡ ନୁଆଁଇଲେ ଏବଂ ଉପାସନା କଲେ ।

ସଦାପ୍ରଭୁ ହିଁ ପରମେଶ୍ଵର ଅଟନ୍ତି 

ଏହା ଅଭିବ୍ୟକ୍ତିର ଅର୍ଥ ଏହା ଯେ ସେମାନେ ବୁଝିପାରିଲେ ଯେ କେବଳ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି,କେବଳ ଅନ୍ୟ ଦେବତାଗହଣରେ ଜଣେ ନୁହନ୍ତି ।