or_obs-tn/content/19/10.md

892 B

ଦେଖାଅ ଆମ୍ଭକୁ 

ଏହା ଅଟେ, " ଆମକୁ ପ୍ରମାଣ କର" କିମ୍ବା''ଆମକୁ ଦେଖାଅ " ।

ମୁଁ ତୁମ୍ବର ଦାସ ଅଟେ  

ଏହା ଏହିପରି ଅନୁବାଦ କରାଯାଇ ପାରେ ,''ତୁମେ ମୋତେ ଅଧିକାର ଦେଇଅଛ ତୁମକୁ ସେବା ଓ ଏହି ସମସ୍ତ ବିଷୟ କରିବାକୁ" ।

ଉତ୍ତର ମୋତେ ଦିଅ 

ଏହା ଅଟେ , " ମୋ ପ୍ରାର୍ଥନାର ଉତ୍ତର ଦିଅ'' ନିଆଁ ପଠାଅ ଯାହା ମୁ ତୁମକୁ ମାଗି ଅଛି'' ।

ଏହି ଲୋକମାନଙ୍କ ଜାଣିବେ 

ଏହା ଏହିପରି ଅନୁବାଦ ହୋଇପାରେ ,''ଏହି ଲୋକମାନେ ଦେଖିବେ ଓ ବୁଝିବେ'' ।