or_obs-tn/content/19/04.md

2.1 KiB

ପଡୋଶୀ ଦେଶ 

ଏହା ଏକ ଦେଶକୁ ସୁଚିତ କରେ ଯାହା ଇସ୍ରାଏଲର ସୀମା ''କିମ୍ବା''ଟୁକୁରା ସହ ଥିଲା ।

ଦୁର୍ଭିକ୍ଷ

ଯଦି ଆବଶ୍ୟକ ହୁଏ,ଏହାକୁ ଏହିପରି ଭାବେ ଅନୁବାଦ କରାଯାଇପାରେ,''ଦୁର୍ଭିକ୍ଷ ଦ୍ଵାରା ଅକାଳ ଉତ୍ପନ୍ନ କଲା '' ।

ଯତ୍ନ ନେଲେ 

ଏହି ଅର୍ଥ ସେମାନେ ତାହାଙ୍କୁ ଏକ ସ୍ଥାନ ରହିବାକୁ ଦେଲେ ସେମାନଙ୍କର ଗୃହରେ ଏବଂ ତାହାଙ୍କ ନିମନ୍ତେ ଖାଦ୍ୟ ଯୋଗାଇଲେ । ଏହାର ଅର୍ଥ ନୁହେଁ ଯେ ଶାରୀରିକ ଭାବେ ଅସୁସ୍ଥ ଥିଲେ ।

ସେମାନଙ୍କ ପାଇଁ ପରମେଶ୍ଵର ଯୋଗାଇଲେ ............କେବେ ଶୂନ୍ୟ 

ଏହା ଏହିପରି ଅନୁବାଦ କରାଯାଇପାରେ,'' ସେମାନଙ୍କର ମଇଦା କଳସ ଓ ସେମାନଙ୍କର ପାତ୍ର ର ତୈଳ ଶୂନ୍ୟ ହେବାକୁ " କିମ୍ବା'' "ପରମେଶ୍ଵର କେବେ..... ଶୂନ୍ୟ କଲେ ନାହିଁ''।

ମଇଦା କଳସ 

ଏହା ଏକ ମାଟି କଳସକୁ ସୁଚିତ କରେ ଯେଉଁଠାରେ ସେହି ବିଧବା ତା’ର[ସ୍ତ୍ରୀ] ମଇଦା ଯୋଗାଣ କରି ରଖିଥିଲେ ।

ତୈଳର ବୋତଲ 

ଇସ୍ରାଏଲରେ, ଜିତ ତୈଳକୁ ରୋଷେଇ କରିବାର ପାଇଁ ବ୍ୟବହାର କରନ୍ତି । ଏହା ଏହିପରି ଅନୁବାଦ କରାଯାଇପାରେ,''ରୋଷେଇ କରିବାର ତୈଳ ବୋତଲ''। ବିଧବା ବ୍ୟବହାର ମଇଦା ଓ ତୈଳକୁ ରୋଟି କରିବା ନିମନ୍ତେ ପ୍ରୟୋଗ କଲେ ।