or_obs-tn/content/19/03.md

710 B

ମରୁଭୂମି 

ଏହା ଅତି ଅଳ୍ପ ଲୋକମାନଙ୍କ ସହ ଏକ ଦୂରବର୍ତୀ ସ୍ଥାନ ଥିଲା । ଏହା ଏହିପରି ଭାବେ ମଧ୍ୟ ଅନୁବାଦ କରାଯାଇପାରେ,''ମରୁଭୂମି''କିମ୍ବା''ବୁଦା'' ।

ଦୁର୍ଭିକ୍ଷ

ଏହାକୁ ଏହିପରି ଭାବେ ଅନୁବାଦ କରାଯାଇପାରେ,'' ବର୍ଷା ନ ଥିଲା'' । ଏହି ଦୁର୍ଭିକ୍ଷ ସେଠାରେ ବର୍ଷା ହେବନାହିଁ ବୋଲି ଯାହା ଏଲିୟଙ୍କର ଘୋଷଣାର ପ୍ରତିଫଳ ଥିଲା ।