or_obs-tn/content/18/13.md

989 B

ନ୍ୟାୟରେ ଶାସନ କଲେ । 

ଏହାର ଅର୍ଥ ସେମାନେ ପରମେଶ୍ଵରଙ୍କ ନିୟମ ଅନୁସାରେ ଶାସନ କଲେ । ଏହା ଏହିପରି ଅନୁବାଦ କରାଯାଇପାରେ,''ସେମାନେ ଶାସନ କଲେ , ସେମାନେ ଯାହା କରୁଥିଲେ ତାହା ଉଚିତ୍ ଥିଲା ଥିଲା" ।

ଭ୍ରଷ୍ଟ

ଏହା ଏହିପରି ଅନୁବାଦ କରାଯାଇପାରେ,'' ସେମାନେ ଚାହୁଁଥିଲେ ତାହା ପାଇବାକୁ ଯାହା ତ୍ରୁଟିପୂର୍ଣ୍ଣ ଥିଲା ତାହା କଲେ'' ।

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: