or_obs-tn/content/18/10.md

448 B

ଯିହୂଦା ଓ ଇସ୍ରାଏଲ 

ଯିହୂଦା ଓ ଇସ୍ରାଏଲର ସମସ୍ତ ଲୋକମାନେ ଯାକୁବଙ୍କର ବଂଶଧର ଥିଲେ ଏବଂ ପରମେଶ୍ଵଙ୍କର ଲୋକ ଥିଲେ । ତଥାପି, ସେ ମନେ ମନେ ପରମେଶ୍ଵରଙ୍କର ଅବାଧ୍ୟ ହେଲେ ଓ ପରସ୍ପର ମଧ୍ୟରେ ଯୁଦ୍ଧ କଲେ ।