or_obs-tn/content/18/09.md

1.2 KiB

ଲୋକମାନଙ୍କୁ ପାପ କରାଇଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,'' ଲୋକମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇଲେ ନେଲେ " କିମ୍ବା, " ଲୋକମାନଙ୍କୁ ପାପ କରିବାକୁ ପ୍ରେରିତ ପ୍ରବର୍ତ୍ତାଇଲେ"। ଲୋକମାନଙ୍କ ପାଇଁ ପ୍ରତିମାଗୁଡିକୁ ଉପାସନା କରିବା ନିମନ୍ତେ ନିର୍ମାଣ କରି ସେ ସେମାନଙ୍କୁ ପାପ କରିବାକୁ ପ୍ରେରିତ କଲେ ।

ହୁଦାରେ....ପରମେଶ୍ଵରଙ୍କୁ ପୂଜା କରିବା ପରିବର୍ତ୍ତେ 

ଏହା ଏହିପରି ଅନୁବାଦ କରାଯାଯିଇପାରେ ଯେପରି ,''ତେଣୁକରି ସେମାନେ ପରମେଶ୍ଵରଙ୍କୁ ଉପାସନା କରିବେ ନାହିଁ''କିମ୍ବା'' ଯିହୁଦା ରାଜ୍ୟରେ ପରମେଶ୍ଵରଙ୍କୁ ମନ୍ଦିରରେ ଉପାସନା କରିବାକୁ ଯିବା ବଦଳରେ" ।