or_obs-tn/content/18/08.md

731 B

ସେମାନଙ୍କର ରାଜବଂଶ ପ୍ରସାରିତ କଲେ 

ଏହା ଏହିପରି ଅନୁବାଦ ହୋଇପାରେ,'' ସେମାନେ "ସ୍ଥାପିତ କଲେ" କିମ୍ବା, "ନିର୍ମାଣ" ସେମାନଙ୍କର ରାଜବଂଶକୁ କଲେ । ଏହି ବାକ୍ୟ ମଧ୍ୟ ଏହିପରି ଅନୁବାଦ ହୋଇପାରେ,"ସେମାନେ ନିଜକୁ ଅନ୍ୟ ଦୁଇ ଜନଜାତିଠାରୁ ପୃଥକ୍ କଲେ ଏବଂ ଦେଶର ଉତ୍ତର ଭାଗରେ ରହିଲେ ,ଏବଂ ସେମାନେ ସେମାନଙ୍କର ଦେଶକୁ ଇସ୍ରାଏଲ ଡାକିଲେ"।