or_obs-tn/content/18/07.md

1.3 KiB

ଇସ୍ରାଏଲ ଦେଶର ଗୋଷ୍ଠିଗୁଡିକ 

ଯାକୁବଙ୍କର ବାର ପୁତ୍ରମାନଙ୍କର ବଂଶଧରମାନେ ଏକ "ଗୋଷ୍ଟି" କିମ୍ବା ଇସ୍ରାଏଲର ଅତି ବୃହତ୍ ପରିବାର ଦଳ ହେଲେ । ଇସ୍ରାଏଲର ପ୍ରତ୍ୟେକ ଲୋକ ବାର ଗୋଷ୍ଠିଗୁଡିକ ମଧ୍ୟରୁ ଗୋଟିଏ ଜନଜାତି ସଦସ୍ୟ ଅଟନ୍ତି ।

ରିହବିୟାମ ବିରୋଧରେ ବିଦ୍ରୋହ 

ଏହା ଅଟେ, " ରିହବିୟାମକୁ ସେମାନଙ୍କର ରାଜା ଭାବେ ଅନୁସରଣ କରିବାକୁ ପ୍ରତ୍ୟାଖ୍ୟାନ କଲେ ।" ଏହା ଏହିପରି ଅନୁବାଦ ହୋଇପାରେ ଯେପରି , "ତେଣୁ" କିମ୍ବା, " ସେହି କାରଣରୁ" କିମ୍ବା, "ଯାହା ରିହବିୟାମ କହିଲେ ସେହି କାରଣରୁ "।

ତାହାକୁ ବିଶ୍ଵସ୍ତ ହୋଇ ରହିଲେ 

ଏହା ଅଟେ, " ତାହାଙ୍କ ପ୍ରତି ବିଶ୍ଵସ୍ତ ରହିଲେ " କିମ୍ବା, "ନିରନ୍ତର ତାହାକୁ ରାଜା ଭାବରେ ସମର୍ଥ କଲେ "।