or_obs-tn/content/18/02.md

774 B

ମନ୍ଦିରରେ ଉପସ୍ଥିତ ରହିଲେ  

ଏହା ଅଟେ, "ମନ୍ଦିରରେ ଏକ ବିଶେଷ ଭାବେ ଉପସ୍ଥିତ ରହିଲେ''। ଯଦିଓ ପରମେଶ୍ଵର ସବୁ ଜାଗାରେ ଏକା ସମୟରେ ଉପସ୍ଥିତ ଥିଲା,ସେ ନିଜକୁ ବିଶେଷ ଭାବରେ ମନ୍ଦିରରେ ଲୋକମାନଙ୍କ ପାଇଁ ଉପଲବ୍ଧ ରଖିଲେ ।

ତାଙ୍କ ଲୋକମାନଙ୍କ ସହିତ 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି ,''ତାଙ୍କ ଲୋକମାନଙ୍କ ମଧ୍ୟରେ" କିମ୍ବା, "ତାଙ୍କ ଲୋକ ଗହଣରେ" ।