or_obs-tn/content/17/14.md

7 lines
1.3 KiB
Markdown

# ଦାଉଦଙ୍କ ପରିବାରରେ ଲଢ଼େଇ 
ଏହି," ଲଢ଼େଇ ଅତି ଗମ୍ଭୀର ଥିଲା । ଅନ୍ୟ ବିଷୟ ମଧ୍ୟରେ,ଯେତେବେଳେ ଦାଉଦ ଶାସନ କରୁଥିଲେ,ପୁତ୍ରମାନଙ୍କ ମଧ୍ୟରୁ ତାଙ୍କର ଜଣେ ପୁତ୍ର ଅନ୍ୟ ପୁତ୍ରକୁ ହତ୍ୟା କରି ଦାଉଦଙ୍କର ସ୍ତାନରେ ରାଜା ହେବାକୁ ଚେଷ୍ଟା କଲେ । ଯଦି ସମ୍ଭବ, ଏକ ଶବ୍ଦ ବ୍ୟବହାର ଯାହା ପରିବାରରେ ସଂଘର୍ଷର ଉତ୍କଟତାକୁ ଜଣାଇବ ।
# ଦାଉଦଙ୍କର ଶକ୍ତି ଅତିଶୟ ଦୁର୍ବଳ ହେଲା 
ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି, "ଦାଉଦ କମ୍ ଶକ୍ତିଶାଳି ହେଲେ" କିମ୍ବା, "ଦାଉଦ ତାଙ୍କର ଅଧିକାରକୁ ଅତିଶୟ ହଜେଇ ଦେଲେ " ।
# ଏକ ବାଇବଲରୁ କାହାଣୀ
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: