or_obs-tn/content/17/12.md

710 B

ଯାଅ ତାହାରି ସ୍ତ୍ରୀ ସହିତ 

ଏହା ଅଟେ,'' ଗୃହକୁ ଯାଇ ତାହାଙ୍କ ସ୍ତ୍ରୀ ସହ ଆତ୍ମୀୟ ହୁଅ । ଦାଉଦ ଚାହିଁଲେ ଲୋକମାନେ, ବିଶେଷ ଭାବେ ଊରିୟଙ୍କୁ ବିଶ୍ଵାସ କରିବାକୁ ଯେ ବତ୍‍ଶେବା ଊରିୟ ସହ ହିଁ ଗର୍ଭବତୀ ଅଛି ବୋଲି ।

ଯେଉଁଠାରେ ଶତ୍ରୁମାନେ ଅଧିକ ବଳିଷ୍ଠ ଥିଲେ 

ଏହା ଅଟେ,'' ଯୁଦ୍ଧକ୍ଷେତ୍ର ଯେଉଁଠାରେ ଅଧିକ ଯୁଦ୍ଧ ଚାଲିଥିଲା ।