or_obs-tn/content/17/10.md

7 lines
994 B
Markdown

# ଦିନେ 
ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାରେ ଏକ ସତ୍ୟ କାହାଣୀ କହିବା ଏକାପରି ଆରମ୍ଭ କରିଥାନ୍ତି ।
# ଦେଖିଲା 
ସମ୍ଭବତଃ ବତ୍‍ଶେବା ନିଜ ଘରେ ହିଁ ସ୍ନାନ କରୁଥିବେ, କିନ୍ତୁ ଦାଉଦଙ୍କ ରାଜମହଲ ଥିଲା ଅତି ଚଉଡା ଥିଲା ଓ ତଳ ପ୍ରାଚୀର ଗୁଡିକୁ ଉପରୁ ଦେଖିବାକୁ ସେ ସମର୍ଥ ଥିଲେ ।
# ଗୋଧୋଇବା
ଏହା ଏହିପରି ଅନୁବାଦ ହୋଇପାରେ,''ସ୍ନାନ ନେବା''କିମ୍ବା''ସେ ସ୍ୱୟଂ\[ସ୍ତ୍ରୀ]ଧୋଉଥିଲା ।