or_obs-tn/content/17/07.md

1.3 KiB

ନାଥନ ଭବିଷ୍ୟତବକ୍ତା 

ଏହା କିଛି ଭାଷାରେ କହିବା ଅଧିକ ସ୍ୱାଭାବିକ ହୋଇପାରେ,''ନାଥନ ନାମକ ଜଣେ ଭାବବାଦୀ'' ।

ଯୁଦ୍ଧର ବ୍ୟକ୍ତି 

ତାହା ଅଟେ, "ବ୍ୟକ୍ତି ଯିଏ ଯୁଦ୍ଧ କରେ" ଯୁଦ୍ଧ କ୍ଷେତ୍ରରେ ଇସ୍ରାଏଲୀୟମାନଙ୍କ ଶତ୍ରୁମାନଙ୍କୁ ବିରୁଦ୍ଧରେ ଅନେକ ,ଅନେକ ଲୋକମାନଙ୍କୁ ଦାଉଦ ହତ୍ୟା କଲେ । ପରମେଶ୍ଵର ଦାଉଦଙ୍କୁ ଦଣ୍ଡ ଦେଉନଥିଲେ, କିନ୍ତୁ ପରମେଶ୍ଵର ଚାହିଁଲେ ଯେ ଜଣେ ଶାନ୍ତିର ମଣିଷ ମନ୍ଦିର ନିର୍ମାଣ କରୁ ଯେଉଁଠି ଲୋକମାନେ ତାଙ୍କୁ ଉପାସନା କରିବେ ।

ଏହି ମନ୍ଦିର 

ତାହା ଅଟେ, "ଏହି ନିର୍ମାଣ ଉପାସନା ନିମନ୍ତେ" କିମ୍ବା, "ଏହା ଉପାସନାର ସ୍ଥାନ." ।

ପାପ ଠାରୁ 

ଏହା ଅଟେ, "ସେମାନଙ୍କର ପାପର ଭୟାନକ ପରିଣାମଗୁଡିକ "।