or_obs-tn/content/17/05.md

934 B

ତାହାକୁ ସଫଳତା ଦେଲେ 

ତାହା ଅଟେ,"ତାଙ୍କୁ ଉତ୍ତମ କାର୍ଯ୍ୟ ଯାହା ସେ କରିବାକୁ ଚାହୁଁଥିଲେ ତାହା ପୁରା କରିବାକୁ ସାହାଯ୍ୟ କରିଥିଲେ"

ତାଙ୍କ ରାଜଧାନୀ ନଗର 

ତାହା ଅଟେ, "ତାଙ୍କ ରାଜ୍ୟର ରାଜ ନଗର ( ରାଜଧାନୀ)'' । ଦାଉଦ ଯିରୁଶାଲମରେ ରହିଲେ ଏବଂ ସେହିଠାରୁ ଶାସନ କଲେ ।

ଦାଉଦଙ୍କ ରାଜତ୍ଵ ସମୟରେ 

ତାହା ଅଟେ "ଦାଉଦ ଇସ୍ରାଏଲ ର ରାଜା ଥିବା ସମୟରେ ''କିମ୍ବା''ଯେତେବେଳେ ଇସ୍ରାଏଲରେ ଦାଉଦ ରାଜା ଭାବରେ ଶାସନ କରୁଥିଲେ ସେହି ସମୟରେ'' ।