or_obs-tn/content/17/04.md

958 B

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାରେ ଏକ ସତ୍ୟ କାହାଣୀ କହିବାକୁ ଆରମ୍ଭ କରିବା ପାଇଁ ଏକାପରି କରିଥାନ୍ତି ।

ପ୍ରମାଣ କରିବାକୁ ଶାଉଲକୁ 

ତାହା ଅଟେ, "ଶାଉଲକୁ ଜଣେଇବାକୁ" କିମ୍ବା, "ଶାଉଲକୁ ଦେଖାଇବାକୁ" ।

ରାଜା ହେବାକୁ 

ଯେଉଁ ବ୍ୟକ୍ତିକୁ ପରମେଶ୍ଵର ଇସ୍ରାଏଲ ଉପରେ ରାଜା କରିଥିଲେ ତାହାକୁ ହତ୍ୟା କରି ଦାଉଦ ପରମେଶ୍ଵରଙ୍କୁ ଅପମାନ କରିବେ ନାହିଁ ।