or_obs-tn/content/17/01.md

792 B

ଇସ୍ରାଏଲର ପ୍ରଥମ ରାଜା 

ଏହା ଏହିପରି ଅନୁବାଦ କରାଯାଇପାରେ,''ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ପ୍ରଥମ ରାଜା"।

ଦିନେ 

ଏହି ପରି ଅନୁବାଦ କରାଯାଇପାରେ,'' ଭବିଷ୍ୟତରେ କିଛି ସମୟ ପାଇଁ "କିମ୍ବା''କିଛି ବର୍ଷ ପରେ''।

ତାଙ୍କ ସ୍ଥାନରେ ରାଜା ହେବ 

ଅନ୍ୟ ଭାବେ କହିଲେ ,''ଇସ୍ରାଏଲର ରାଜା ଭାବେ ତାଙ୍କ ସ୍ଥାନକୁ ନେବେ''କିମ୍ବା'' ତାଙ୍କ ବଦଳରେ ରାଜା ଭାବେ ଶାସନ କରିବେ ''।