or_obs-tn/content/16/18.md

2.3 KiB

ପରିଶେଷରେ 

ଏହା ଏହିପରି ଅନୁବାଦ କରାଯିବ,'' ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଅନେକ ଥର ଆକ୍ରମଣ କଲା ପରେ" କିମ୍ବା, "ଅନେକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦେଶ ବଠାରୁ ଆକ୍ରମଣ ହେଲା ପରେ " ।

ପରମେଶ୍ଵରଙ୍କୁ ଏକ ରାଜା ନିମନ୍ତେ ମାଗିଲେ  

ଏହା ଏହିପରି ଅନୁବାଦ କରାଯାଇ ପାରିବ,''ଏକ ରାଜା ଦେବା ପାଇଁ ପରମେଶ୍ଵରଙ୍କୁ ଦାବି କଲେ''କିମ୍ବା''ଏକ ରାଜା ପାଇଁ ନିରନ୍ତର ଦାବି କଲେ ।

ସମସ୍ତ ଦେଶରେ ଯେପରି ରାଜା ଥିଲେ

ଠିକ୍ ସେହିଭଳି ରାଜା ନିଯୁକ୍ତ କରିବା ନିମନ୍ତେ ଲୋକମାନେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲେ । ଇସ୍ରାଏଲ ସେମାନଙ୍କ ପରି ହେବାକୁ ଚାହିଁଲେ ଏବଂ ଏକ ରାଜାକୁ ମଧ୍ୟ ଚାହିଁଲେ ।

ପରମେଶ୍ଵର ତାହା ପସନ୍ଦ କଲେ ନାହିଁ 

ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵରଙ୍କୁ ଯାହା ସେମାନେ କରିବାକୁ କହିଲେ ସେ ସେଥିରେ ଏକମତ ହେଲେ ନାହିଁ । ପରମେଶ୍ଵର ଜାଣିଥିଲେ ଯେ ସେମାନେ ତାଙ୍କୁ ତାଙ୍କର ଶାସକ ଭାବେ ଅସ୍ଵୀକାର କରୁଛନ୍ତି ବୋଲି କିନ୍ତୁ ବଦଳରେ ସେମାନେ ଏକ ମନୁଷ୍ୟକୁ ରାଜା ଭାବରେ ଅନୁସରଣ କରିବାକୁ ପସନ୍ଦ କରନ୍ତି ।

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:

ବିଚାରକର୍ତ୍ତା 1

3 ; 6