or_obs-tn/content/16/16.md

839 B

ଗିଦିୟୋନ ଏକ ସ୍ଵତନ୍ତ୍ର ବସ୍ତ୍ର ତିଆରି କରିବାକୁ ସୁବର୍ଣ୍ଣ ବ୍ୟବହାର କଲେ 

ଏହା ଏହିପରି ଅନୁବାଦ କରା ଯାଇପାରେ,''ଲୋକମାନେ ଦେଇଥିବା ସୁବର୍ଣ୍ଣକୁ ଗିଦିୟୋନ ତରଳାଇ ସୁବର୍ଣ୍ଣରୁ ଏକ ମୁଖ୍ୟ ବସ୍ତ୍ର ବନେଇଲେ ।

ପରମେଶ୍ଵରଙ୍କର ଦୁରେଇ ଗଲେ 

ଏହା ଏହିପରି ଭାବେ ଅନୁବାଦ କରାଯାଇପାରେ,''ପରମେଶ୍ଵରଙ୍କର ଆଜ୍ଞା ପାଳନ କଲେନାହି;;କିମ୍ବା''ପରମେଶ୍ଵରଙ୍କର ଉପାସନା କରିବା ବନ୍ଦ୍ କଲେ ।