or_obs-tn/content/16/15.md

625 B

ଏହା କରିବାକୁ ସେ ସେମାନଙ୍କୁ ଅନୁମତି ଦେଲେ ନାହିଁ  

ଗିଦିୟୋନ ଜାଣିଥିଲେ ଯେ ପରମେଶ୍ଵର ଇସ୍ରାଏଲମାନଙ୍କ ପାଇଁ ରାଜା ହେବା ଅତି ଉତ୍ତମ ହେବ ବୋଲି ।

କିନ୍ତୁ ସେ ପଚାରିଲେ ସେମାନଙ୍କୁ 

ଏହି ବାକ୍ୟାଶଂ''କିନ୍ତୁ'' ସହ ଆରମ୍ଭ ହୁଏ କାରଣ ଯାହା ସେ ଆଗକୁ କଲେ ତାହା ଜ୍ଞାନଯୁକ୍ତ ନ ଥିଲା ।