or_obs-tn/content/16/13.md

1.1 KiB

ଚିତ୍କାର କରି କହିଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ଉଚ୍ଛସ୍ଵରରେ ଚିତ୍କାର କଲେ,''କିମ୍ବା''ଏକ ଉଚ୍ଚସ୍ଵରରେ କହିଲେ

ଖଡ୍ଗ 

ଏକ ଖଡ୍ଗ ଅସ୍ତ୍ର ଯାହା ଲମ୍ବା ଧାରୁଆ ଅଟେ ଏବଂ ଶେଷରେ ଗୋଟିଏ ବେଣ୍ଟ ଥାଏ । ଲୋକମାନେ ବେଣ୍ଟକୁ ଧରନ୍ତି ଏବଂ ଶତ୍ରୁକୁ ଧାରରେ ଆଘାତ କିମ୍ବା ଭୁଷନ୍ତି । ଯଦି ତୁମମାନଙ୍କ ଲୋକମାନଙ୍କ ଠାରେ ଏହିପରି ଅସ୍ତ୍ର ନାହି ତୁମେ ଏହାକୁ ଅନୁବାଦ ଏହିପରି କରି ପାର,''ଲମ୍ବା ଖଣ୍ଡା,'''' ଛୁରୀ,'' ।

ସେମାନେ ଧରିଥିବା ତୂରୀ ବଜାଇ ଉଚ୍ଚ ସ୍ଵରରେ କହିଲେ 

“ସଦାପ୍ରଭୁଙ୍କ ଖଡ୍ଗ ଗିଦିୟୋନଙ୍କ ଖଡ୍ଗ!”