or_obs-tn/content/16/12.md

915 B

ତୁରୀ

ଏହାକୁ ଏହିପରି ଅନୁବାଦ କରାଯାଇପାରେ,'' ତୁରୀ ବଜେଇବା''କିମ୍ବା'' ମେଣ୍ଡା ଶିଙ୍ଗର ତୁରୀ ''। ଏହି ତୂରୀଗୁଡିକ ଏକ ପୁରୁଷ ମେଷରୁ ଅସିଥିଲା ଏବଂ ଅନେକ ଥର ଯୁଦ୍ଧକୁ ପୁରୁଷମାନଙ୍କୁ ଡାକିବା ପାଇଁ ବ୍ୟବହାର କରାଯାଇଅଛି ।

ଏକ ମଶାଲ 

ସମ୍ଭବତଃ ଏହା ଏକ ଖଣ୍ଡ କାଠ ଲୁଗାରେ ଗୁଡା ହୋଇଥିବା ସହିତ ତୈଳ ସମ୍ପୂର୍ଣ୍ଣଭାବେ ଭିଜାଯାଇଥିବା ଲୁଗା ଯାହା ଭଲଭାବେ ଜଳି ପାରିବ । (ଏହା ଆଧୁନିକ ମଶାଲ ନଥିଲା ଯାହା ବ୍ୟାଟେରି ଚାଲେ)