or_obs-tn/content/16/11.md

654 B

ଯାଅ 

ମିଦିୟନୀୟ ସୈନ୍ୟମାନେ ଏକ ଉପତ୍ୟକାରେ ଶିବିର କରିଥିଲେ ଏବଂ ଇସ୍ରାଏଲମାନଙ୍କ ଠାରୁ ତଳ ଉଚ୍ଚତାରେ ଥିଲେ ।

ତୁମେ ଆଉ ଭୟ କରିବ ନାହିଁ

ଏହାର ଅର୍ଥ, "ତୁମେ ନିର୍ଭିକ ହେବ"।

କିଛି ସେ ସପ୍ନ ଦେଖିଥିଲେ 

ତାହା ହେଉଅଛି, "ସେ କିଛି ଏକ ସ୍ଵପ୍ନରେ ଦେଖିଥିଲେ,'' କିମ୍ବା''ସେ ଏକ ସ୍ଵପ୍ନ ସେ ଦେଖିଥିଲେ"।