or_obs-tn/content/16/06.md

1.1 KiB

ଖଣ୍ଡ ଖଣ୍ଡ କରିବାକୁ 

ଏହାର ଅର୍ଥ, " ହିଂସାଜନକଭାବେ ଆଣିବାକୁ " କିମ୍ବା, "ନେଇ ବିନାଶ କରିବାକୁ" ।

ଲୋକମାନଙ୍କୁ ଭୟଭୀତ କଲେ 

ଗିଦିୟୋନ ଭୟଭୀତ ଥିଲେ ଯେ ତାଙ୍କ ସହବ୍ୟକ୍ତି ଇସ୍ରାଏଲୀୟ ଯେଉଁମାନେ ଏକ ମୂର୍ତ୍ତି ତାଙ୍କ ସହ ଉପାସନା କରୁଥିଲେ ସେମାନେ କ୍ରୋଧ ହେବେ ବୋଲି ।

ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କଲେ

ଏହାକୁ ଅନ୍ୟ ଭାବରେ କୁହାଗଲେ ଏପରି ହେବ “ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କଲେ।” । ଗିଦିୟୋନ ରାତିରେ ଯେତେବେଳେ ପ୍ରତ୍ୟେକ ଲୋକ ଶୋଇପଡିଥିଲେ ସେ ବେଦିକୁ ଖଣ୍ଡ ଖଣ୍ଡ କଲେ ତେଣୁ କେହି ତାହାକୁ ଏହା କରିବା ଦେଖିବ ନାହିଁ ।