or_obs-tn/content/16/05.md

1.5 KiB

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାରେ ଏକ ସତ୍ୟ କାହାଣୀ କହିବାକୁ ଆରମ୍ଭ କରିବା ପାଇଁ ଏକାପରି କରିଥାନ୍ତି ।

ଶଷ୍ୟ ମଳୁଥିଲେ 

ଶସ୍ୟ ଥିଲା ଗହମ, ଯାହା ଅନେକ କ୍ଷୁଦ୍ରଶସ୍ୟର ମସ୍ତକ'' କିମ୍ବା'' ବୀଜଗୁଡିକ''ଏକ ପତଳା ଡେମ୍ଫରେ । ''କାଣ୍ଡିବା'' ଡେମ୍ଫରୁ ଶସ୍ୟକୁ ପିଟି ଅଲଗା କରିବା ଅଟେ । ଶସ୍ୟଗୁଡିକ ଖାଦ୍ୟ ଅଟେ, କିନ୍ତୁ ଡ଼େମ୍ଫ ଗୁଡିକ ନୁହେଁ ।

ଗିଦିୟୋନ ଗୁପ୍ତରେ

ଶଷ୍ୟ ମଳୁଥିଲେ ଯେପରିକି ମିଦିୟୋନୀୟମାନେ ତାହା ଚୋରୀ କରିପାରିବେ ନାହିଁ ।

ପରମେଶ୍ଵର ତୁମ୍ଭ ସହିତ ଅଛନ୍ତି 

ଏହାର ଅର୍ଥ, "ପରମେଶ୍ଵର ତୁମ ସହିତ ଏକ ବିଶେଷ ଭାବେ ଉପସ୍ଥିତ ଅଛନ୍ତି '' କିମ୍ଭା''ପରମେଶ୍ଵର ଏକ ବିଶେଷ ଯୋଜନା ତୁମକୁ ବ୍ୟବହାର କରିବାକୁ ରଖି ଅଛନ୍ତି ।