or_obs-tn/content/16/04.md

1.2 KiB

ଫସଲ 

ଏହା ଇସ୍ରାଏଲୀୟ ମାନଙ୍କ ଉଦ୍ୟାନରେ ବଢ଼ୁଥିବା ଶସ୍ୟସମୁହକୁ''କିମ୍ବା'' କ୍ଷେତରେ ଥିବା ଖାଦ୍ୟ ସମୁହକୁ ବୁଝାଏ ।

ତେଣୁ ଭୟଭୀତ ହେଲେ ଯେ ସେମାନେ ଲୁଚିଲେ 

ଏହିପରି ଭାବେ ଅନୁବାଦ କରାଯାଇପାରେ,''ଅତିଶୟ ଭୟଭୀତ ଥିଲେ ମିଦିୟୋନୀୟମାନଙ୍କ ଠାରୁ, ତେଣୁ ସେମାନେ ଲୁଚି ରହିଲେ" ।

ଚିତ୍କାର କରି କହିଲେ 

ଏହା ଏହିପରି ଅନୁବାଦ ହୋଇପାରେ ,'' "ସେମାନେ ରାବ ପକାଇଲେ" କିମ୍ବା, "ସେମାନେ ନିରାଶ ହୋଇ ପ୍ରାଥର୍ନା କଲେ" ।

ସେମାନଙ୍କୁ ରକ୍ଷାକର 

ଏହା ଏହି ପରି ଅନୁବାଦ ହୋଇପାରେ,'' ସେମାନଙ୍କୁ ମୁକ୍ତ କରିବାକୁ " କିମ୍ବା, "ସେମାନଙ୍କୁ ଶତ୍ରୁମାନଙ୍କ ଠାରୁ ଉଦ୍ଧାର କରିବାକୁ." ।