or_obs-tn/content/16/03.md

1.4 KiB

ପରମେଶ୍ଵର ଯୋଗାଇଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵର ମନୋନୀତ କଲେ" କିମ୍ବା, "ପରମେଶ୍ଵର ନିଯୁକ୍ତ କଲେ" କିମ୍ବା, "ପରମେଶ୍ଵର ଉଠାଇଲେ" ।

ଶାନ୍ତି ଆଣିଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,'' ଲୋକମାନଙ୍କୁ ବିନା ଭୟରେ ରହିବାକୁ ଅନୁମତି ଦେଲେ'' କିମ୍ବା " ଯୁଦ୍ଧ ସମାପ୍ତ କଲେ" କିମ୍ବା "ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କୁ ଆକ୍ରମଣ ଠାରୁ ରଖିଲେ " ।

ଦେଶ 

ଏହା କିଣାନକୁ ବୁଝାଏ, ଯାହା ପରମେଶ୍ଵର ପ୍ରତିଜ୍ଞାତ ଦେଶ ଥିଲା ଯାହା ସେ ଅବ୍ରାହାମଙ୍କୁ ଦେଇଥିଲେ I

ଲୋକମାନେ ପରମେଶ୍ଵରଙ୍କ ବିଷୟରେ ଭୁଲିଗଲେ 

ଏହାର ଅର୍ଥ, "ଲୋକମାନେ ପରମେଶ୍ଵରଙ୍କ ବିଷୟରେ ଭୁଲିଗଲେ ଏବଂ ପରମେଶ୍ଵରଙ୍କର ଆଜ୍ଞାକୁ ପାଳନ କରିବାକୁ ଅବଜ୍ଞା କଲେ ।