or_obs-tn/content/16/01.md

1.8 KiB

ଏବଂ ବିତାଡିତ କଲେ ନାହିଁ 

ଏହା କହେ ସେମାନେ କିପରି ପରମେଶ୍ଵରଙ୍କର ଅବାଧ୍ୟ ହେଲେ, ତେଣୁ କିଛି ଭାଷାରେ ତାହା ଆରମ୍ଭ କରିବା ଉତ୍ତମ ହୋଇପାରେ ,''ସେମାନେ ତାହା କଲେ ନାହିଁ'' ।

ବିତାଡିତ କଲେ ଅବଶିଷ୍ଟାଂଶ କିଣାନୀୟମାନଙ୍କୁ ବିତାଡିତ କଲେ 

ଏହା ଅନୁବାଦ ହୋଇପାରିବ,'' ଅବଶିଷ୍ଟାଂଶ କିଣାନୀୟମାନଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ପଳାଇ ଯିବା ପାଇଁ ବାଧ୍ୟ କଲେ ।

କିମ୍ବା ପରମେଶ୍ଵଙ୍କର ବ୍ୟବସ୍ଥା ପାଳନ କରିବା  

ଏହାର ଅର୍ଥ ଯେ ଲୋକମାନ ମଧ୍ୟ ପରମେଶ୍ଵର ନିୟମକୁ ପାଳନ କଲେ ନାହିଁ ଯାହା ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ସୀନୟ ପର୍ବତରେ ଦେଇଥିଲେ ।

ସତ୍ୟ ଈଶ୍ବର 

ଏହା ହେଉଅଛି, " ଏକମାତ୍ର ସତ୍ୟ ପରମେଶ୍ଵର'' । କେବଳ ଏକମାତ୍ର ସଦାପ୍ରଭୁଙ୍କୁ ଲୋକମାନେ ଉପାସନା କରିବା ଉଚିତ୍ ।

ଯାହା ସେମାନେ ଭାବିଲେ ତାହା ସେମାନଙ୍କ ପାଇଁ ଉତ୍ତମ ଥିଲା 

ଏହାର ଅର୍ଥ ଯେ ସେମାନେ ସମସ୍ତ ଯାହା କରିବାକୁ ଚାହିଁଲେ ତାହା କରିଲେ,ଅନେକ ମନ୍ଦ କାର୍ଯ୍ୟସମେତ ।